ସାମୀଲି Sāmīli
- ବୈଦେ. ବିଣ (କଚିରିଆ; ଆ. ସାମିଲ୍; ତୁଳ. ସଂ. ସମ୍ମିଳନ, ସମ୍ମିଳିତ) — ଅନ୍ତର୍ଗତ; ଅନ୍ତର୍ଭୁକ୍ତ — Included in
- ବୈଦେ. ବିଣ (କଚିରିଆ; ଆ. ସାମିଲ୍; ତୁଳ. ସଂ. ସମ୍ମିଳନ, ସମ୍ମିଳିତ) — ସୀମାଭୁକ୍ତ — Included in a boundary
- ବୈଦେ. ବିଣ (କଚିରିଆ; ଆ. ସାମିଲ୍; ତୁଳ. ସଂ. ସମ୍ମିଳନ, ସମ୍ମିଳିତ) — (ଯଥା—ବିଶ୍ୱନାଥପୁର ସାମୀଲ୍ ନୂଆଗାଁ ଗ୍ରାମ।)
- ବୈଦେ. ବିଣ (କଚିରିଆ; ଆ. ସାମିଲ୍; ତୁଳ. ସଂ. ସମ୍ମିଳନ, ସମ୍ମିଳିତ) — ଅଙ୍ଗୀଭୂତ — Incorporated; amalgamated