ସାମୀଲି କରିବା Sāmīli karibā

  • ସଂ. କ୍ରି (କଚିରିଆ) — ଅନ୍ତର୍ଭୁକ୍ତ କରିବା — To include
  • ସଂ. କ୍ରି (କଚିରିଆ) — ଅନ୍ଯ ବସ୍ତୁ ସଙ୍ଗେ ଏକତ୍ର ମିଶାଇ ନେବା — To amalgamate