ସାମୁଏଲ୍ Sāmuel
- ବୈଦେ. ବି (ନାମ) — (ହେବ୍ରୁ ଭାଷା) ବାଇବଲ୍ ଲିଖିତ ଏଲ୍କାନାଙ୍କ ଔରସରେ ତାଙ୍କର ପ୍ରଥମା ସ୍ତ୍ରୀ ହାନାଙ୍କ ଗର୍ଭଜାତ ସନ୍ତାନ — Samuel; the son of Elkanah and Hannah of the Bible
- ବୈଦେ. ବି (ନାମ) — [ଦ୍ର—ଏହାଙ୍କ ମାତା ଏହାଙ୍କ ଜନ୍ମ ପୂର୍ବରୁ ମାନସିକ କରିଥିଲେ ଯେ, ତାଙ୍କର ଯେବେ ପୁଅଟିଏ ହେବ ସେ ପୁଅକୁ ସେ ଈଶ୍ୱରଙ୍କ ନାମରେ 'ସାଧୁ' କରି ଦେବେ। ଏହି 'ସାମୁଏଲ୍' ଶବ୍ଦର ଆକ୍ଷରିକ ଅର୍ଥ 'ଈଶ୍ୱରଙ୍କଠାରୁ ପ୍ରାର୍ଥନାନୁ— ସାରେ ପ୍ରାପ୍ତ।' ଏ ଈଶ୍ୱରଙ୍କଠାରୁ ସ୍ୱପ୍ନାଦେଶ ପାଇ ମହାଜ୍ଞାନୀ ହୋଇଥିଲେ। ଏହାଙ୍କ ନାମରେ ବାଇବଲ୍ର ପ୍ରାଚୀନ ବିଧାନ — (Old Testament)ରେ31ଅଧ୍ୟାୟବିଶିଷ୍ଟ1ସାମୁଏଲ୍(I Samuel)ଓ24ଅଧ୍ୟାୟବିଶିଷ୍ଟ2ସାମୁଏଲ୍(II Samuel)ନାମକ ପର୍ବ ଅଛି]