ସାମୀପ୍ୟ Sāmīpya

  • ସଂ. ବି (ସମୀପ+ସ୍ୱାର୍ଥେ. ୟ) — ନୈକଟ୍ୟ; ସାନ୍ନିଧ୍ୟ — Nearness; vicinity
  • ସଂ. ବି (ସମୀପ+ସ୍ୱାର୍ଥେ. ୟ) — (ବ୍ୟାକରଣ) ସାମୀପ୍ୟାଧିକରଣ; ଅଧିକରଣବିଶେଷ — (grammar) A sort of the 7th case (locative)
  • ସଂ. ବି (ସମୀପ+ସ୍ୱାର୍ଥେ. ୟ) — [ଦ୍ର— ସମାସ ସ୍ଥଳରେ ଯେଉଁଠାରେ ଅବ୍ଯୟ ପଦର ସାମୀପ୍ୟ ଅର୍ଥ ହୁଏ ସେଠାରେ ଅବ୍ଯୟୀଭାବ ସମାସ ହୁଏ; ଯଥା— କୂଳର ସମୀପବର୍ତ୍ତୀ ଦେଶ=ଉପକୂଳ। ଗଙ୍ଗାର ସାମୀପ— ଅନୂଗଙ୍ଗ; କୁମ୍ଭର ନିକଟରେ=ଉପକୁମ୍ଭ।]
  • ସଂ. ବି (ସମୀପ+ସ୍ୱାର୍ଥେ. ୟ) — ଆଧାର— ଭେଦ — A class of receptacles