ସାମିଷ ଶ୍ରାଦ୍ଧ Sāmisha ṡrāddha

  • ସଂ. ବି — ମତ୍ସ୍ୟ ଓ ମାଂସାଦିଦ୍ୱାରା ପିତୃଲୋକଙ୍କ ଉଦ୍ଦେ— ଶ୍ୟରେ କରାଯିବା ଶ୍ରାଦ୍ଧ — Ṡrāddha offered to the deceased ancestors with meat
  • ସଂ. ବି — [ଦ୍ର—ମନୁ ତୃତୀୟ ଅଧ୍ୟାୟରେ ଭିନ୍ନ ଭିନ୍ନ ଆମିଷଦ୍ୱାରା ଶ୍ରାଦ୍ଧ କଲେ ପିତୃଗଣ କେତେ କାଳ ପର୍ଯ୍ୟନ୍ତ ତୃପ୍ତିଲାଭ କରନ୍ତି ତାହା ବର୍ଣ୍ଣିତ ହୋଇଅଛି। ଯଥା— ମାଛରେ 2 ମାସ, ହରିଣ ମାଂସରେ 3 ମାସ, ମେଷ ମାଂସରେ 4 ମାସ, ଦ୍ୱିଜାତିଭକ୍ଷ୍ୟ ପକ୍ଷିମାଂସରେ 5 ମାସ, ଛାଗ ମାଂସରେ 6 ମାସ, ଚିତ୍ରିତ ମୃଗ ମାଂସରେ 7 ମାସ, ଏଣ ମାଂସରେ 8 ମାସ, କୃଷ୍ଣସାର ମାଂସରେ 9 ମାସ, ବରାହ ଓ ମହିଷ ମାଂସରେ 10 ମାସ, ଠେକୁଆ ଓ କୁର୍ମ (କଚ୍ଛପ) ମାଂସରେ 11 ମାସ, ବଡ଼କାତିଆ ମାଛ, ଗଣ୍ଡା ମାଂସ ଓ ରକ୍ତଛାଗ ମାଂସରେ ଅନନ୍ତକାଳ ପାଇଁ ପିତୃ ଗଣ ତୃପ୍ତିଲାଭ କରନ୍ତି—ମନୁ 3 । 268 । 272 ।] — [ଦ୍ର—ମନୁ ତୃତୀୟ ଅଧ୍ୟାୟରେ ଭିନ୍ନ ଭିନ୍ନ ଆମିଷଦ୍ୱାରା ଶ୍ରାଦ୍ଧ କଲେ ପିତୃଗଣ କେତେ କାଳ ପର୍ଯ୍ୟନ୍ତ ତୃପ୍ତିଲାଭ କରନ୍ତି ତାହା ବର୍ଣ୍ଣିତ ହୋଇଅଛି ଯଥା— ମାଛରେ2ମାସ, ହରିଣ ମାଂସରେ3ମାସ, ମେଷ ମାଂସରେ4ମାସ, ଦ୍ୱିଜାତିଭକ୍ଷ୍ୟ ପକ୍ଷିମାଂସରେ5ମାସ, ଛାଗ ମାଂସରେ6ମାସ, ଚିତ୍ରିତ ମୃଗ ମାଂସରେ7ମାସ, ଏଣ ମାଂସରେ8ମାସ, କୃଷ୍ଣସାର ମାଂସରେ9ମାସ, ବରାହ ଓ ମହିଷ ମାଂସରେ10ମାସ, ଠେକୁଆ ଓ କୁର୍ମ (କଚ୍ଛପ) ମାଂସରେ11ମାସ, ବଡ଼କାତିଆ ମାଛ, ଗଣ୍ଡା ମାଂସ ଓ ରକ୍ତଛାଗ ମାଂସରେ ଅନନ୍ତକାଳ ପାଇଁ ପିତୃ ଗଣ ତୃପ୍ତିଲାଭ କରନ୍ତି—ମନୁ3268272]