ସାମୀପ୍ୟାଧିକରଣ Sāmīpyāhikaraṇa

  • ସଂ. ବି — ଅଧିକରଣ ବିଶେଷ; ଯେଉଁ ଅଧିକରଣ— ଦ୍ୱାରା ନିକଟବର୍ତ୍ତୀତା ବୁଝାଯାଏ — A class of locative case denoting nearness