ସର୍ବପା Sarbapā
- ସଂ. ବି. ସ୍ତ୍ରୀ — ବଳିରାଜ ପତ୍ନୀ — The name of the wife of king Baḻi
- ସଂ. ବିଣ. ସ୍ତ୍ରୀ (ସର୍ବ+ ପା. ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ ଆ) — ସମସ୍ତ ପଦାର୍ଥ ପାନକର୍ତ୍ତୀ — (female) Drinking everything
- ସଂ. ବିଣ. ସ୍ତ୍ରୀ (ସର୍ବ+ ପା. ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ ଆ) — ସମସ୍ତଙ୍କ ପାଳନକର୍ତ୍ତ୍ରୀ — (female) Maintaining or saving all