ସର୍ବବଲ୍ଲଭା Sarbaballabhā

  • ସଂ. ବି. ସ୍ତ୍ରୀ — ଅସତୀ ନାରୀ (ଧରଣୀଧର); କୁଳଟା ସ୍ତ୍ରୀ — An unchaste woman; an adulteress
  • ସଂ. ବିଣ. ସ୍ତ୍ରୀ — ସର୍ବବଲ୍ଲଭର ସ୍ତ୍ରୀଲିଙ୍ଗ — Feminine form of 'Sarbaballabha'