ସର୍ବପାଚକ Sarbapāchaka

  • ସଂ. ବି (ସର୍ବ+ପଚ. ଧାତୁ. ଣିଚ=ପାଚି. ଧାତୁ+କର୍ତ୍ତୃ. ଅକ; ଯାହା ସମସ୍ତ ଧାତୁକୁ ପାକ କରେ) — ସୁହାଗା; ଟଙ୍କଣକ୍ଷାର (ହି. ଶ) — Borax