ସର୍ବନାଶେ ସମୁତ୍ପନ୍ନେ ଅର୍ଦ୍ଧଂ ତ୍ୟଜତି ପଣ୍ଡିତଃ' Sarbanāṡe samutpanne arddhaṁ tyajati paṇḍitaḥ
- ସଂ. ପ୍ରବଚନ — ପଣ୍ଡିତ ବା ଜ୍ଞାନୀ ବ୍ଯକ୍ତି ଯେଉଁଠାରେ କୌଣସି ବସ୍ତୁର ସର୍ବନାଶ ଘଟିବା ଅବଶ୍ୟମ୍ଭାବୀ ବୋଲି ଦେଖନ୍ତି, ସେଠାରେ ଉକ୍ତ ବସ୍ତୁର ଅଧେ ବା ଅଂଶ ତ୍ୟାଗ କରି ଅନ୍ଯ ଅଂଶକୁ ରକ୍ଷା କରନ୍ତି — A Sanskrit proverb meaning "A wise man is content to give up a part (literally, a half) where he finds that he is about to lose the whole"