ସର୍ବପ୍ରିୟା Sarbapriyā

  • ସଂ. ବି. ସ୍ତ୍ରୀ — ସର୍ବବଲ୍ଲଭା (ଦେଖ) — Sarba ballavā (See)
  • ସଂ. ବିଣ. ସ୍ତ୍ରୀ — ସର୍ବପ୍ରିୟର ସ୍ତ୍ରୀଲିଙ୍ଗ — Feminine of Sarbapriya