ସର୍ବପଥୀନ Sarbapathīna

  • ସଂ. ବିଣ. ପୁଂ (ସର୍ବ୍ୱ+ପଥ+ଈନ) — ସର୍ବପଥଗାମୀ — Going on all ways
  • ସଂ. ବିଣ. ପୁଂ (ସର୍ବ୍ୱ+ପଥ+ଈନ) — ସର୍ବପଥଜ୍ଞ — Knowing all the ways
  • ସଂ. ବିଣ. ପୁଂ (ସର୍ବ୍ୱ+ପଥ+ଈନ) — ସର୍ବ ପଥବ୍ୟାପୀ — Occupying the whole breadth of the road
  • ସଂ. ବି — ରଥ (ବିଶ୍ୱକୋଷ) — Car; chariot
  • ସଂ. ବି — ଯେଉଁ ରଥ ସବୁପ୍ରକାର ପଥରେ ଯାଇ ପାରେ — A car which can be used in all sorts of roads
  • ସଂ. ବି — ଯେଉଁ ରଥ ରାସ୍ତାର ସବୁ ଅଂଶକୁ ଅଧିକାର କରେ। (ଯଥା—ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ) — A very stupenduous car which occupies the whole breadth of the road