ସର୍ଦ Sarda

  • ବୈଦେ. ବି (ଫା. ସର୍ଦ୍ଦି) — କଫ; ଥଣ୍ଡା; ଶୀତଜନିତରୋଗ — Cold; catarrh
  • ବୈଦେ. ବିଣ (ଫା ସର୍ଦ) — ଲେସମା — Sluggish
  • ବୈଦେ. ବିଣ (ଫା ସର୍ଦ) — ଥଣ୍ଡା; ଶୀତଳ — Cold
  • ବୈଦେ. ବିଣ (ଫା ସର୍ଦ) — ମାନ୍ଦା — Slow