ସର୍ଟିଙ୍ଗ Sarṭiṅg
- ବୈଦେ. ବି (ଇଂ ସର୍ଟିଙ୍ଗ) — 1 ଚିଠି ଓ ଅନ୍ଯ ବସ୍ତୁମାନଙ୍କୁ ଭିନ୍ନ ଭିନ୍ନ ଶ୍ରେଣୀ କରି ବାଛିବା — 1ଚିଠି ଓ ଅନ୍ଯ ବସ୍ତୁମାନଙ୍କୁ ଭିନ୍ନ ଭିନ୍ନ ଶ୍ରେଣୀ କରି ବାଛିବା—1. Sorting
- ବୈଦେ. ବି (ଇଂ ସର୍ଟିଙ୍ଗ) — ଡାକ ବାକ୍ସରେ ପଡ଼ିଥିବା ଚିଠିମାନଙ୍କ ଉପରେ ଲେଖା ଥିବା ଠିକଣା ଅନୁସାରେ ଚିଠିମାନଙ୍କୁ ଶ୍ରେଣୀବଦ୍ଧ କରି ବାଛିବା — Sorting of postal letters