ସର୍ତ୍ Sart

  • ବୈଦେ. ବି (ଫା. ସର୍ତ) — ସମ୍ବିଦା; ଦଲିଲର ବା ଚୁକ୍ତିର ଭିନ୍ନ ଭିନ୍ନ ଅଙ୍ଗ ନିୟମ — Conditions of a contract or document
  • ପ୍ରାଦେ. (ବାଲେଶ୍ୱର ସମୁଦ୍ର ଉପକୂଳ ଅଞ୍ଚଳ). ବି — ସମୁଦ୍ର— ଉପକୂଳସ୍ଥ ଝର, ଯହିଁରୁ ମଇଁଷିମାନଙ୍କ ପିଇବାପାଇଁ ପାଣି ନିଆଯାଏ — Springs in the seacoast from which water is taken for buffaloes