ସର୍ଦ ଗରମ Sarda garama

  • ବୈଦେ. ବିଣ (ଫା) — ଥଣ୍ଡା ଓ ଗରମ — Cold and hot
  • ଦେ. ବି — ଥଣ୍ଡାଜନିତ ରୋଗ ଓ ଗରମଜନିତ ରୋଗ — Disease due to cold and disease due to heat
  • ଦେ. ବି — ଦେହରେ ଅତ୍ୟନ୍ତ ଥଣ୍ଡା ଲାଗିବାପରେ ହଠାତ୍ ଗରମ ଲାଗିଲେ କିମ୍ବା ଗରମ ଲାଗିବା ପରେ ହଠାତ୍ ଥଣ୍ଡା ଲାଗିଲେ ଯେଉଁ ଭୟଙ୍କର ମାରାତ୍ମକ ରୋଗ ଜନ୍ମେ — Apoplexy due to sudden change from heat to cold or vice versa; coup de soleil; sunstroke