ସର୍ଦ ପଡ଼ିବା Sarda paṟḍ̠ibā
- ଦେ. କ୍ରି — ନିଶ୍ଚେଷ୍ଟ ହେବା — To become slack
- ଦେ. କ୍ରି — ସ୍ଫୁର୍ତ୍ତି ହରାଇବା — To lose vigour or zeal; to become sluggish
- ଦେ. କ୍ରି — ବେଗ କମାଇବା — To slacken one's speed
- ଦେ. କ୍ରି — [ଦ୍ର—ଚଞ୍ଚଳ ବ୍ଯକ୍ତି ସ୍ଥିର ହେଲେ ବା ଫୂର୍ତ୍ତି କରୁଥିବା ବ୍ଯକ୍ତି ଫୁର୍ତ୍ତି ବନ୍ଦକଲେ କହନ୍ତି, 'ସେ ସର୍ଦ ପଡ଼ିଗଲା'।]