ସର୍ଟର Sarṭar

  • ବୈଦେ. ବି (ଇଂ ସର୍ଟର) — ଯେଉଁ ବ୍ଯକ୍ତି ପଦାର୍ଥମାନଙ୍କୁ ଭିନ୍ନ ଭିନ୍ନ ପୁଞ୍ଜ କରି ବାଛେ — Sorter
  • ବୈଦେ. ବି (ଇଂ ସର୍ଟର) — ଡାକଘରର କର୍ମଚାରୀବିଶେଷ, ଯେ ଡାକ ଚିଠିମାନଙ୍କୁ ଠିକଣା ମୁତାବକ ପୁଞ୍ଜ ପୁଞ୍ଜ କରେ — A postal sorter