ସର୍ଜ୍ଜିକା କ୍ଷାର Sarjjikā kshāra

  • ସଂ. ବି (ସର୍ଜ୍ଜିକା ନଦୀର କ୍ଷାର) — ସାଚିଖାର; ସାଜିମାଟି — Fuller's earth
  • ସଂ. ବି (ସର୍ଜ୍ଜିକା ନଦୀର କ୍ଷାର) — ସୋରା — Nitre
  • ସଂ. ବି (ସର୍ଜ୍ଜିକା ନଦୀର କ୍ଷାର) — [ଦ୍ର— ଏହା ବେଦ୍ୟଶାସ୍ତ୍ରାନୁସାରେ କଟୁ, ଉଷ୍ଣ, କଫବାତୋଦରାବର୍ତ୍ତ ନାଶକ, ଗୁଳ୍ମଶୂଳହର, ଆମ, ଶ୍ଳେଷ୍ମ, ଶ୍ୱାସ, ଗଳାମୟ, ପାଣ୍ଡୁ, ଅର୍ଶ, ଗ୍ରହଣୀ ଓ ପ୍ଲୀହାର ନାଶକ ଅଟେ।]