ସରଣ୍ଡା Saraṇḍā
- ଦେ. ବି (ନାମ) — କଟକ ଜିଲ୍ଲାର ବାଙ୍କୀ ରାଜ୍ୟ ଅନ୍ତର୍ଗତ ଓ ମହାନଦୀର ଉତ୍ତରତୀରବର୍ତ୍ତୀ କ୍ଷୁଦ୍ର ପର୍ବତବିଶେଷ — Name of a hill on the north bank of the Mahānadī in the estate of Banki in the Cuttack district
- ଦେ. ବି (ନାମ) — [ଉ—ଏ ପରେ ସରଣ୍ଡା ମୁଣ୍ଡେ ପରଚଣ୍ଡେ ଉଠିବ ବହ୍ନି—ମୟୂଖ—ରାଧାନାଥ, ପାର୍ବତୀ।]