ସରତ୍ନି Saratni
- ସଂ. ବି (ସୃ ଧାତୁ=ଗତି କରିବା+କରଣ. ଅତ୍ନି) — ମୁଷ୍ଟିବଦ୍ଧ କର; ମୁଠା କରା ଯାଇଥିବା ହାତ — The hand with closed fist
- ସଂ. ବି (ସୃ ଧାତୁ=ଗତି କରିବା+କରଣ. ଅତ୍ନି) — ମୁଠୁଣି ପରିମାଣ; କହୁଣି— ଠାରୁ ହାତ ମୁଠାର ଅଗ ପର୍ଯ୍ୟନ୍ତ ମାପ; ରତ୍ନି — A kind of cubit measure of length from the elbow-joint upto the end of the fisted palm
- ସଂ. ବି (ସୃ ଧାତୁ=ଗତି କରିବା+କରଣ. ଅତ୍ନି) — [ଦ୍ର—କହୁଣି ମୁଣ୍ଡଠାରୁ ମୁଷ୍ଟିବଦ୍ଧ ହସ୍ତର କାଣି ଆଙ୍ଗୁଠିର ମଝି ପବର ମୂଳଭାଗ ପର୍ଯ୍ୟନ୍ତ ପରିମାଣକୁ ରତ୍ନି ବା ସରତ୍ନି ବୋଲାଯାଏ।]