ସରଣି କକୁଭ Saraṇi kakubha
- ସଂ. ବି ( 6 ଷ୍ଠୀ ତତ୍) — କୌଣସି ବ୍ଯକ୍ତିର ଯିବାର ବା ଆସିବାର ବାଟର ଦିଗ — The direction of a person's path; the direction from which a person comes or to which a person goes
- ସଂ. ବି ( 6 ଷ୍ଠୀ ତତ୍) — [ଉ—ଚାହିଁ ଚାହିଁ ତୋ ସରଣି—କକୁଭକୁ ରେ ତରୁଣୀ—କବିସୂର୍ଯ୍ୟ, କିଶୋରୀଚମ୍ପୂ, ଚ ଗୀତ।]