ସରଥ Saratha

  • ସଂ. ବିଣ. ପୁଂ (ସହାର୍ଥ ବହୁବ୍ରୀହି; ସ+ରଥ) — ରଥାରୋହୀ — Mounting a chariot
  • ସଂ. ବିଣ. ପୁଂ (ସହାର୍ଥ ବହୁବ୍ରୀହି; ସ+ରଥ) — [ଉ—ବିନ୍ଧୁ ପିଶାଚ ନୀଳେ ସରଥେ ଚରୁ ଶୈଳେ ଧୂମ୍ରାକ୍ଷ ଚାହିଁ ଧାଇଁ ଯେ—ଭଞ୍ଜ, ବୈଦେହୀଶବିଳାସ।]
  • ସଂ. ବିଣ. ପୁଂ (ସହାର୍ଥ ବହୁବ୍ରୀହି; ସ+ରଥ) — ରଥବିଶିଷ୍ଟ — Having a car
  • ସଂ. ବି. ପୁଂ — ରଥାରୋହୀ ଯୋଦ୍ଧା — A warrior riding on a chariot (Apte)