ସରଣା Saraṇā
- ସଂ. ବି (ସରଣ+ଆ) — (ବୈଦ୍ୟକ)— 1 । ପ୍ରସାରଣୀ ଲତା; ପସାରୁଣୀ ଲତା — (ବୈଦ୍ୟକ)—1 ପ୍ରସାରଣୀ ଲତା; ପସାରୁଣୀ ଲତା—1. Foetida; Paederia Foetide (creeper)
- ସଂ. ବି (ସରଣ+ଆ) — ତ୍ରୀବୃତ୍; ତିହୁଡ଼ (ବିଶ୍ୱକୋଷ) — Ipomoea Turpethum (plant)
- ଦେ. ବି — ସେରଣା ମାଛ; ମହାଶଫର; ବୃହତ୍ ଶଫରୀ ମତ୍ସ୍ୟ; ଛେଲା କେରାଣ୍ଡୀ — A kind of fish; Barbus, Sarana