ସରଟି Saraṭi

  • ସଂ. ବି (ସୃ ଧାତୁ=ଗମନ କରିବା+କର୍ତ୍ତୃ. ଅଟି) — ବାୟୁ — Wind; air
  • ସଂ. ବି (ସୃ ଧାତୁ=ଗମନ କରିବା+କର୍ତ୍ତୃ. ଅଟି) — ମେଘ — Cloud