ସରଟ Saraṭa

  • ସଂ. ବି (ସୃ ଧାତୁ=ଗମନ କରିବା+କର୍ତ୍ତୃ. ଅଟ, ଅଟୁ) — ବୃକଲାସ; ଏଣ୍ଡୁଅ — Chameleon; Lacertilia
  • ସଂ. ବି (ସୃ ଧାତୁ=ଗମନ କରିବା+କର୍ତ୍ତୃ. ଅଟ, ଅଟୁ) — (ଉ—ଶକ୍ର ହୋଇଲା ମୟୂର ସରଟ ହେଲା କୁବେର—ବିଶ୍ୱନାଥ, ବିଚିତ୍ରରାମାୟଣ।)
  • ସଂ. ବି (ସୃ ଧାତୁ=ଗମନ କରିବା+କର୍ତ୍ତୃ. ଅଟ, ଅଟୁ) — [ଦ୍ର— ଏମାନଙ୍କ ଦେହ ଖଇରା ଓ ତହିଁରେ କଳା ଡୋରା ଥାଏ; ଦେହ ପାଞ୍ଚ ଛଅ ଆଙ୍ଗୁଳ ଲମ୍ବ, ଏବଂ ଲାଙ୍ଗୁଡ଼ ଦେହର ଦୁଇଗୁଣ; ଏମାନେ ଗଛରେ ଚଳପ୍ରଚଳ ହୁଅନ୍ତି।]
  • ସଂ. ବି (ସୃ ଧାତୁ=ଗମନ କରିବା+କର୍ତ୍ତୃ. ଅଟ, ଅଟୁ) — ଝିଟିପିଟି — House; lizard
  • ସଂ. ବି (ସୃ ଧାତୁ=ଗମନ କରିବା+କର୍ତ୍ତୃ. ଅଟ, ଅଟୁ) — ବାୟୁ (ବିଶ୍ୱକୋଷ) — Air