ସମ୍ମିତ Sammita

  • ସଂ. ବିଣ (ସମ୍+ମା ଧାତୁ+ମାପିବା+କର୍ମ ତ) — ସଦୃଶ — Similar
  • ସଂ. ବିଣ (ସମ୍+ମା ଧାତୁ+ମାପିବା+କର୍ମ ତ) — ତୁଲ୍ୟ ପରିମାଣ— ବିଶିଷ୍ଟ — Of equal quantity or measure; commensurate