ସମ୍ମାର୍ଜକ Sammārjaka
- ସଂ. ବିଣ. ପୁଂ (ସମ୍+ମୃଜ ଧାତୁ=ଶୁଦ୍ଧ କରିବା+ କର୍ତ୍ତୃ ଅକ) — ପରିଷ୍କାରକ — Clearing
- ସଂ. ବିଣ. ପୁଂ (ସମ୍+ମୃଜ ଧାତୁ=ଶୁଦ୍ଧ କରିବା+ କର୍ତ୍ତୃ ଅକ) — ଶୋଧକ — Rectifying
- ସଂ. ବିଣ. ପୁଂ (ସମ୍+ମୃଜ ଧାତୁ=ଶୁଦ୍ଧ କରିବା+ କର୍ତ୍ତୃ ଅକ) — ଯାହା ସଫାକରେ — Cleansing; sweeping
- ସଂ. ବି (+କରଣ ଅନ) — ଯାହାଦ୍ୱାରା ସଫା କରାଯାଏ; ସମ୍ମାର୍ଜ୍ଜନୀ — Brush
- ସଂ. ବି (+କରଣ ଅନ) — (ପୁଂ) (+କର୍ତ୍ତୃ. ଅନ)—ଯେଉଁ ବ୍ଯକ୍ତି ସଫା କରେ — Sweeper