ସମ୍ମାର୍ଜନା, ସମ୍ମାର୍ଜ୍ଜନା Sammārja(jja)nā
- ସଂ. ବି (ସମ୍+ମୃଜ୍ ଧାତୁ=ଶୁଦ୍ଧ କରିବା+ ଭାବ ଅନ+ଆ) — ସଂଶୋଧନ — Correction
- ସଂ. ବି (ସମ୍+ମୃଜ୍ ଧାତୁ=ଶୁଦ୍ଧ କରିବା+ ଭାବ ଅନ+ଆ) — ବିଶୋଧନ — Rectifying
- ସଂ. ବି (ସମ୍+ମୃଜ୍ ଧାତୁ=ଶୁଦ୍ଧ କରିବା+ ଭାବ ଅନ+ଆ) — ପରିଷ୍କୃତୀ କରଣ — Act of cleansing; cleansing
- ସଂ. ବି (ସମ୍+ମୃଜ୍ ଧାତୁ=ଶୁଦ୍ଧ କରିବା+ ଭାବ ଅନ+ଆ) — ଓଳାଇବା; ପହଁରିବା — Act of sweeping or brushing
- ସଂ. ବି (ସମ୍+ମୃଜ୍ ଧାତୁ=ଶୁଦ୍ଧ କରିବା+ ଭାବ ଅନ+ଆ) — ଶୁଦ୍ଧ କରିବା — Purifying
- ସଂ. ବି (ସମ୍+ମୃଜ୍ ଧାତୁ=ଶୁଦ୍ଧ କରିବା+ ଭାବ ଅନ+ଆ) — କୌଣସି ଲିଖିତ ପୁସ୍ତକ ବା ପାଣ୍ଡୁଲିପିକୁ ଯତ୍ନପୂର୍ବକ ପରୀକ୍ଷା କରିବା ପରେ, ଆବଶ୍ୟକସ୍ଥଳରେ ତହିଁର ସଂଶୋଧନ, ସଂଯୋଜନ, ପରିବର୍ତ୍ତନ ଆଦି ପ୍ରକ୍ରିୟା; ରିଭିଜନ୍ — Revision of any book of written matter