ସମ୍ମିଳନ Sammiḻana
- ସଂ. ବି (ସମ୍+ମିଳିତ=ମିଶ୍ରଣ) — ବହୁ ବସ୍ତୁର ଏକତ୍ର ମିଶ୍ରଣ — Mixing up of many things
- ସଂ. ବି (ସମ୍+ମିଳିତ=ମିଶ୍ରଣ) — ସଂଯୋଗ — Union
- ସଂ. ବି (ସମ୍+ମିଳିତ=ମିଶ୍ରଣ) — ବିବାଦ କରିଥିବା ବ୍ଯକ୍ତିଙ୍କର ମିଳନ — Reconciliation
- ସଂ. ବି (ସମ୍+ମିଳିତ=ମିଶ୍ରଣ) — ଏକତ୍ର ହେବା — Gathering together
- ଦେ. ବି (ସଂ.ସମ୍ମେଳନ, ସମ୍ମେଳନୀ) — ବହୁ ବ୍ଯକ୍ତି ସମ୍ମିଳିତ ସଭା — Congress; assembly; a conference
- ଦେ. ବି (ସଂ.ସମ୍ମେଳନ, ସମ୍ମେଳନୀ) — [ଦ୍ର— ସମ୍ମିଳନୀ ଶବ୍ଦର ଅର୍ଥ ବହୁ ବ୍ଯକ୍ତିଙ୍କ ଏକତ୍ର ମିଳନ; ସମ୍ମେଳନୀରେ ଅର୍ଥ ଯେଉ ଠାରେ ବା ଯେଉଁ ସଭାରେ ବହୁ ବ୍ଯକ୍ତି ସମ୍ମିଳତ ହୁଅନ୍ତି—ସାହିତ୍ୟ ସମ୍ରାଟ୍ ମହାରାଜ ବିକ୍ରମ ଦେବ।]