ସମ୍ମାର୍ଜନୀ Sammārjanī

  • ସଂ. ବି (ସମ୍ମାର୍ଜନ+ଇ) — ଝାଡ଼ୁ; ଛାଞ୍ଚୁଣୀ; ବର୍ଦ୍ଧନୀ; ବଢ଼ିଣା — Broomstick; a broom; cleansing brush
  • ସଂ. ବି (ସମ୍ମାର୍ଜନ+ଇ) — [ଦ୍ର—ଗୃହସ୍ଥର ପଞ୍ଚସୂନା ମଧ୍ୟରେ ଏହା ଏକ। ଗୃହସ୍ଥ ପ୍ରତିଦିନ ପଞ୍ଚ ସୂନାର ବ୍ଯବହାର ଯୋଗୁଁ ବହୁ କ୍ଷୁଦ୍ର ପ୍ରାଣୀଙ୍କୁ ନାଶ କରେ। ଏ ପାପରୁ ମୁକ୍ତି ପାଇଁ ପ୍ରତିଦିନ ପଞ୍ଚ ଯଜ୍ଞର ବିଧାନ ଅଛି।]