ସମ୍ମିଳିତ Sammiḻita

  • ସଂ. ବିଣ (ସମ୍+ମିଳିତ) — ଏକତ୍ରୀଭୂତ — Combined; amalgamated
  • ସଂ. ବିଣ (ସମ୍+ମିଳିତ) — ସଂଯୋଜିତ — Associated; united; joined
  • ସଂ. ବିଣ (ସମ୍+ମିଳିତ) — ଏକ ସ୍ଥାନରେ ଉପସ୍ଥିତ — Assembled; come together