ସମାସନ Samāsana

  • ସଂ. ବି (କର୍ମଧା) — ସମାନ ଆସନ — Equal seats
  • ସଂ. ବି (କର୍ମଧା) — ଏକ ଆସନ — The same seat
  • ସଂ. ବିଣ. ପୁଂ (ବହୁବ୍ରୀହି) — ସମାନ ଆସନ ବିଶିଷ୍ଟ — Occupying similar or equal seats or posts
  • ସଂ. ବିଣ. ପୁଂ (ବହୁବ୍ରୀହି) — ଏକ ଆସନରେ ଆସୀନ — Occupying the same seat