ସମାସାର୍ଥ Samāsārtha

  • ସଂ. ବି ( 6 ଷ୍ଠୀ ତତ୍) — ସମାସର ଅର୍ଥ — The meaning of a compound word
  • ସଂ. ବି ( 6 ଷ୍ଠୀ ତତ୍) — ସଂକ୍ଷିପ୍ତାର୍ଥ — Short or concise meaning
  • ସଂ. ବି ( 6 ଷ୍ଠୀ ତତ୍) — (ବହୁବ୍ରୀହି) ସମସ୍ୟା — Riddle; problem