ସମାସାଦିତ Samāsādita
- ସଂ. ବିଣ (ସମ୍+ଆ+ସଦ୍ ଧାତୁ=ପାଇବା, ଣିଚ୍+ କର୍ମ. ତ) — ପ୍ରାପିତ — Caused to be obtainted
- ସଂ. ବିଣ (ସମ୍+ଆ+ସଦ୍ ଧାତୁ=ପାଇବା, ଣିଚ୍+ କର୍ମ. ତ) — ସଂପ୍ରାପ୍ତ; ଲବ୍ଧ — Attained; got
- ସଂ. ବିଣ (ସମ୍+ଆ+ସଦ୍ ଧାତୁ=ପାଇବା, ଣିଚ୍+ କର୍ମ. ତ) — ସମାନୀତ — Brought
- ସଂ. ବିଣ (ସମ୍+ଆ+ସଦ୍ ଧାତୁ=ପାଇବା, ଣିଚ୍+ କର୍ମ. ତ) — ଆହୃତ — Collected; gathered
- ସଂ. ବିଣ (ସମ୍+ଆ+ସଦ୍ ଧାତୁ=ପାଇବା, ଣିଚ୍+ କର୍ମ. ତ) — ଆକ୍ରାନ୍ତ — Attacked; overpowered
- ସଂ. ବିଣ (ସମ୍+ଆ+ସଦ୍ ଧାତୁ=ପାଇବା, ଣିଚ୍+ କର୍ମ. ତ) — ପହଞ୍ଚା ଯାଇଥିବା — Reached
- ସଂ. ବିଣ (ସମ୍+ଆ+ସଦ୍ ଧାତୁ=ପାଇବା, ଣିଚ୍+ କର୍ମ. ତ) — ଉଦ୍ଧୃତ — Extracted