ସମାସାନ୍ତ Samāsānta
- ସଂ. ବି (ବ୍ୟାକରଣ) — ସମାସ ହେବା ପରେ ଦିଆଯିବା ପ୍ରତ୍ୟୟ ବିଶେଷ — (grammar) Suffixes put to some words when they are formed into a compound word
- ସଂ. ବି (ବ୍ୟାକରଣ) — [ଦ୍ର—ସଂସ୍କୃତ ବ୍ୟାକରଣରେ ଏହି ପ୍ରତ୍ୟୟମାନଙ୍କ ପାଇଁ ବିଶିଷ୍ଟ ବିଧିମାନ ଅଛି। (ଯଥା—ରାଜାହଃ ସଖୀଭ୍ୟଷ୍ଟଚ୍); ମହାନ୍+ରାଜନ୍= ମହାରାଜନ୍ ପଦ ନ ହୋଇ ମହାରାଜନ୍ ଶବ୍ଦରେ ଅ ପ୍ରତ୍ୟୟ ହୋଇ ମହାରାଜ ଶବ୍ଦ ନିଷ୍ପନ୍ନ ହେଲା। ଇନ୍ଦ୍ରଙ୍କ ସଖା= ଇନ୍ଦ୍ରସଖ; ପ୍ରତି+ଅହନ୍=ପ୍ରତ୍ୟହ; ଏହି ସବୁ ପ୍ରତ୍ୟୟକୁ ସମାସାନ୍ତ ବା ସମାସାନ୍ତ ପ୍ରତ୍ୟୟ କହନ୍ତି।]