ସମାସନ୍ନ Samāsanna

  • ସଂ. ବିଣ (ସମ+ଆସନ୍ନ) — ସନ୍ନିହିତ — Lying close by
  • ସଂ. ବିଣ (ସମ+ଆସନ୍ନ) — ଅତି ନିକଟବର୍ତ୍ତୀ — Very near; impending
  • ସଂ. ବିଣ (ସମ+ଆସନ୍ନ) — ପ୍ରାପ୍ତ — Got