ସମାଂସମୀନା Samāṁsamīnā

  • ସଂ. ବି. ସ୍ତ୍ରୀ (ସ=ସମ୍ବତ୍ସର+ଇନ୍+ଆ; ନିପାତନ) — ପ୍ରତିବର୍ଷ ପ୍ରସବିନୀ ଗାଭୀ; ବର୍ଷବିୟାଣୀ ଗାଈ — A cow which brings forth calf every year
  • ସଂ. ବି. ସ୍ତ୍ରୀ (ସ=ସମ୍ବତ୍ସର+ଇନ୍+ଆ; ନିପାତନ) — (ଉ—ସମାଂସମୀନା ଅୟୂତେ, ସମର୍ପି ଦେବିଟି ତତେ। କବିସୂର୍ଯ୍ୟ, କିଶୋରୀଚମ୍ପୂ, ସ ଗୀତ)
  • ସଂ. ବିଣ. ସ୍ତ୍ରୀ — ସମାଂସମୀନ ଶବ୍ଦର ସ୍ତ୍ରୀଲିଙ୍ଗ — Feminine of Samāṁsamīna