ସନ୍ନିଭ Sannibha

  • ସଂ. ବିଣ. (ସମ୍+ନିଭ=ତୁଲ୍ୟ ବା ସମ+ନି+ଭା ଧାତୁ =ଦୀପ୍ତି ପାଇବା+କର୍ତ୍ତୃ. ଅ) — ତୁଲ୍ୟ; ସଦୃଶ — Like; similar