ସନ୍ନିବିଷ୍ଟ Sannibishṭa

  • ସଂ. ବିଣ. (ସମ୍+ନି.+ବିଶ୍ ଧାତୁ=ପ୍ରବେଶ କରିବା+ କର୍ତ୍ତୃ. ତ) ଉପବିଷ୍ଟ; ଗୃହୀତାସନ — Seated
  • ସଂ. ବିଣ. (ସମ୍+ନି.+ବିଶ୍ ଧାତୁ=ପ୍ରବେଶ କରିବା+ କର୍ତ୍ତୃ. ତ) ସମ୍ମୁଖରେ ଉପସ୍ଥିତ — Appearing before
  • ସଂ. ବିଣ. (ସମ୍+ନି.+ବିଶ୍ ଧାତୁ=ପ୍ରବେଶ କରିବା+ କର୍ତ୍ତୃ. ତ) ନିକଟସ୍ଥ; ସମୀପ — Contiguous; adjoining
  • ସଂ. ବିଣ. (ସମ୍+ନି.+ବିଶ୍ ଧାତୁ=ପ୍ରବେଶ କରିବା+ କର୍ତ୍ତୃ. ତ) ସଂକ୍ରାନ୍ତ — Relating to; pertaining to