ସନ୍ନିବେଶ Sannibeṡa

  • ସଂ. ବି. (ସମ୍+ନି+ବିଶ୍ ଧାତୁ=ପ୍ରବେଶ କରିବା+ ଅଧିକରଣ ଅ) — ଆଶ୍ରମ — Hermitage; a retreat
  • ସଂ. ବି. (ସମ୍+ନି+ବିଶ୍ ଧାତୁ=ପ୍ରବେଶ କରିବା+ ଅଧିକରଣ ଅ) — ସ୍ଥାନ — Place; position
  • ସଂ. ବି. (ସମ୍+ନି+ବିଶ୍ ଧାତୁ=ପ୍ରବେଶ କରିବା+ ଅଧିକରଣ ଅ) — ନୌକଟ୍ୟ — Nearness; propinquity
  • ସଂ. ବି. (ସମ୍+ନି+ବିଶ୍ ଧାତୁ=ପ୍ରବେଶ କରିବା+ ଅଧିକରଣ ଅ) — ନଗରାଦିର ବହିଃସ୍ଥ ବିହାର ସ୍ଥାନ — A park or place of diversion or recreation outside a city
  • ସଂ. ବି. (ସମ୍+ନି+ବିଶ୍ ଧାତୁ=ପ୍ରବେଶ କରିବା+ ଅଧିକରଣ ଅ) — ନଗରର ବହିସ୍ଥ ପ୍ରଦେଶ — Place outside a town; precincts of a town
  • ସଂ. ବି. (ସମ୍+ନି+ବିଶ୍ ଧାତୁ=ପ୍ରବେଶ କରିବା+ ଅଧିକରଣ ଅ) — (ସମ୍+ନି+ବିଶ୍ ଧାତୁ ଣିଚ+ଭାବ ଅ) ଭିତରକୁ ପ୍ରବେଶ କରାଇବା — Act of thrusting inside
  • ସଂ. ବି. (ସମ୍+ନି+ବିଶ୍ ଧାତୁ=ପ୍ରବେଶ କରିବା+ ଅଧିକରଣ ଅ) — (ସମ୍+ ନି+ବିଶ ଧାତୁ+ଭାବ ଅ) ସମଷ୍ଟି — Total; aggegrate
  • ସଂ. ବି. (ସମ୍+ନି+ବିଶ୍ ଧାତୁ=ପ୍ରବେଶ କରିବା+ ଅଧିକରଣ ଅ) — ସ୍ଥିତି — Continuance; permanence; staying
  • ସଂ. ବି. (ସମ୍+ନି+ବିଶ୍ ଧାତୁ=ପ୍ରବେଶ କରିବା+ ଅଧିକରଣ ଅ) — ବିନ୍ୟାସ — Orderly arrangement
  • ସଂ. ବି. (ସମ୍+ନି+ବିଶ୍ ଧାତୁ=ପ୍ରବେଶ କରିବା+ ଅଧିକରଣ ଅ) — ସ୍ଥାପନ — Establishment; placing
  • ସଂ. ବି. (ସମ୍+ନି+ବିଶ୍ ଧାତୁ=ପ୍ରବେଶ କରିବା+ ଅଧିକରଣ ଅ) — ସଂଯୋଗ; ମିଳନ — Union; close contact;
  • ସଂ. ବି. (ସମ୍+ନି+ବିଶ୍ ଧାତୁ=ପ୍ରବେଶ କରିବା+ ଅଧିକରଣ ଅ) — ରଚନ — Composing