ସନ୍ନିରୁଦ୍ଧ ଗୁଦ Sanniruddha guda
- ସଂ. ବି (ବହୁବ୍ରୀହି) — ଦାରୁଣ କୋଷ୍ଠକାଠିନ୍ୟ ରୋଗ— ବିଶେଷ — A kind of very painful constipation
- ସଂ. ବି (ବହୁବ୍ରୀହି) — [ଦ୍ର—ମଳବେଗ ଧାରଣ ଦ୍ୱାରା କୁପିତ ଅପାନ ବାୟୁ ମଳବାହିନୀ ସ୍ରୋତକୁ ସଙ୍କୁଚିତ କରି ବୃହତ୍ ଦ୍ୱାରକୁ ସୂକ୍ଷ୍ମ କରେଷ। ଏଥିପାଇଁ ଅତି କଷ୍ଟ ଓ ଯନ୍ତ୍ରଣା ସହକାରେ ମଳନିର୍ଗମ ହୁଏ। ଏଥିର ନିରାକରଣାର୍ଥ ବାତଘ୍ନ ତୈଳ ଦ୍ୱାରା ପରିଷେକ ଓ ଘୃତ ତୈଳାଦି ମ୍ରକ୍ଷିତ ଲୌହ ନଳ ଗୁହ୍ୟରେ ପୁରାଇ ମଳ ନିଃସାରଣ କରାଯାଏ— ବିଶ୍ୱକୋଷ।]