ସନ୍ନିହିତ Sannihita

  • ସଂ. ବିଣ (ସମ୍=ସମ୍ୟକ୍+ନି+ଧା ଧାତୁ+କର୍ମ. ତ) — ସନ୍ନିବେଶିତ, ସଂସ୍ଥାପିତ — Placed; set up;
  • ସଂ. ବିଣ (ସମ୍=ସମ୍ୟକ୍+ନି+ଧା ଧାତୁ+କର୍ମ. ତ) — ସମୀପସ୍ଥ; ନିକଟବର୍ତ୍ତୀ — Adjoining; neighbouring
  • ସଂ. ବିଣ (ସମ୍=ସମ୍ୟକ୍+ନି+ଧା ଧାତୁ+କର୍ମ. ତ) — ଦୃଢ଼ ରୂପେ ସ୍ଥାପିତ — Firmly set
  • ସଂ. ବି — (+ଭାବ. ତ) ସନ୍ନିଧାନ — Nearness