ସଜରସ Sajarasa

  • ଦେ. ବି (ସଂ. ସର୍ଜରସ) — ସର୍ଜରସ; ଝୁଣା — Resin
  • ଦେ. ବି (ସଂ. ସର୍ଜରସ) — (ଉ—ଘୃତ ଛଣ ସଜରସ ଅଗିରେ ଜାଳ ନା— ଭକ୍ତଚରଣ, ମଥୁରାମଙ୍ଗଳ।)