ସଜଳସ୍ଥଳ Sajaḻasthaḻa

  • ସଂ. ବିଣ (ସ=ସହିତ+ଜଳସ୍ଥଳ, ସହାର୍ଥ ବହୁବ୍ରୀହି) — ଜଳଭାଗ ଓ ସ୍ଥଳଭାଗ ସମନ୍ୱିତ (ପୃଥିବା) — (the world) Consisting of the land and water
  • ଦେ. ବି — ସମୁଦାୟ ପୃଥିବୀ — 1. The whole world including land and water