ସଜନିତ Sajanita

  • ଦେ. ବିଣ (ସଂ. ସଂଜନିତ) — ସଂଜାତ — Born
  • ଦେ. ବିଣ (ସଂ. ସଂଜନିତ) — [ଉ— ସଜନୀର ଚାହିଁ ରତି ସଜ। ସଜନିତ ଚିତ୍ତେ ମାନସଜ— ଭଞ୍ଜ, ପ୍ରେମସୁଧାନିଧି।]