ସଜଳ ନୟନ Sajaḻa nayana

  • ସଂ. ବି (କର୍ମଧା) — ଲୋତକାର୍ଦ୍ର ନେତ୍ର — Eyes wet with tear
  • ସଂ. ବି (କର୍ମଧା) — ଲୋତକପୂର୍ଣ୍ଣ ଚକ୍ଷୁଃ — Tearful eyes
  • ସଂ. ବିଣ. ପୁଂ (ବହୁବ୍ରୀହି) — ଅଶ୍ରୁପୂର୍ଣ୍ଣନେତ୍ରଯୁକ୍ତ (ବ୍ଯକ୍ତି) — (a person) With tearful eyes