ସଜଡ଼େଇବା Sajaṟḍ̠eibā

  • ଦେ. କ୍ରି (ସଜାଡ଼ିବା କ୍ରିୟାର ଣିଜନ୍ତ ରୂପ) — (ସଜାଡ଼ିବାର ଣିଜନ୍ତରୂପ — Causative of Sajāṟḍ̠ibā
  • ଦେ. କ୍ରି (ସଜାଡ଼ିବା କ୍ରିୟାର ଣିଜନ୍ତ ରୂପ) — ଅନ୍ୟଦ୍ୱାରା ଭଙ୍ଗା ଜିନିଷ ମରାମତି କରାଇବା — To get a broken article repaired by another
  • ଦେ. କ୍ରି (ସଜାଡ଼ିବା କ୍ରିୟାର ଣିଜନ୍ତ ରୂପ) — [ଉ—ଦେଇ ମୁଁ ଧନ ଧନଭାବ ବଶରେ ଚାନ୍ଦନୀକି ସଜାଇବି—ଭଞ୍ଜ, ପ୍ରେମସୁଧାନିଧି।]
  • ଦେ. କ୍ରି (ସଜାଡ଼ିବା କ୍ରିୟାର ଣିଜନ୍ତ ରୂପ) — ସଜ୍ଜିତ— କରାଇବା — To arrange; to put in order
  • ଦେ. କ୍ରି (ସଜାଡ଼ିବା କ୍ରିୟାର ଣିଜନ୍ତ ରୂପ) — [ଉ—ବର୍ଧକୀ ଡକାଇ ସଜଡ଼ାଇ ଦିଅ ନାବ—ଭଞ୍ଜ, ବୈଦେହୀଶବିଳାସ।]