ସଜଳ Sajaḻa

  • ସଂ. ବିଣ. ପୁଂ (ସ=ସହିତ+ଜଳ, ସହାର୍ଥ ବହୁବ୍ରୀହି) — ଜଳଯୁକ୍ତ — Watery
  • ସଂ. ବିଣ. ପୁଂ (ସ=ସହିତ+ଜଳ, ସହାର୍ଥ ବହୁବ୍ରୀହି) — ଜଳପୂର୍ଣ୍ଣ — Full of water; brimming with water
  • ସଂ. ବିଣ. ପୁଂ (ସ=ସହିତ+ଜଳ, ସହାର୍ଥ ବହୁବ୍ରୀହି) — ଆର୍ଦ୍ର — Moist; wet