ସଜବାଜ Sajabāja

  • ଦେ. ବିଣ — କୌଣସି କାର୍ଯ୍ୟ ପାଇଁ ବେଶ ହୋଇ ପ୍ରସ୍ତୁତ ହୋଇଥିବା; ସୁସଜ୍ଜିତ — Fully equipped for any work
  • ଦେ. ବିଣ — (ଉ— ବାଜାବାଲା ଆଉ ବରଯାତ୍ରୀଏ ସଜବାଜ ହେଉଁ ହେଉଁ .................ପାଲିଙ୍କି ଗାଁ ବାହାର ଗହୀର ବିଲରେ ଦାଖଲ୍—ଫକୀରମୋହନ, ଗଳ୍ପସ୍ୱଳ୍ପ।)
  • ଦେ. ବିଣ — ଅଳଙ୍କାରାଦି ଦ୍ୱାରା ସୁସଜ୍ଜିତ — Fully adorned
  • ଦେ. ବିଣ — (ଉ—ଏହା କହି ଝିଅକୁ ସଜବାଜ କରି ଗାଲବଙ୍କୁ ସମର୍ପି ଦେଲେ ହାତ ଧରି। କୃଷ୍ଣସିଂହ, ମହାଭାରତ, ଉଦ୍ଯୋଗ।)
  • ଦେ. ବି—(ସହଚର) .— ସାଜସଜ୍ଜା — Equipments
  • ଦେ. ବି—(ସହଚର) .— କାର୍ଯ୍ୟସାଧନ ଯନ୍ତ୍ରାଦି — Implements
  • ଦେ. ବି—(ସହଚର) .— ଅଳଙ୍କାର ଦ୍ୱାରା ସଜ୍ଜା — Decoration
  • ପ୍ରାଦେ. (ଯାଜପୁର) ବି — ରଜର ପୂର୍ବ ଦିନ — The day before the 'Raja' festival